ଟରଣ୍ଟୋ ଉତ୍ସବରେ ପ୍ରଦର୍ଶନ ହେବ ୫ଟି ଭାରତୀୟ ଚଳଚ୍ଚିତ୍ର

ଟରଣ୍ଟୋ: ସେପ୍ଟେମ୍ବର ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ଟରଣ୍ଟୋ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ୨୦୨୨’ରେ (ଟିଆଇଏଫ୍‌ଏଫ୍‌) ୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ‘ଗ୍ରେଟର୍‌ ଟରଣ୍ଟୋ ଏରିଆ’ରେ ବହୁସଂଖ୍ୟକ ଭାରତୀୟ-କାନଡୀୟ ଜନତା ବାସ କରୁଥିବାରୁ ଭାରତୀୟ ଚଳଚ୍ଚିତ୍ର ପ୍ରତି ସେମାନେ ବିଶେଷ ଆଗ୍ରହ ଦେଖାଇବେ। ଏହି ଉତ୍ସବରେ ପ୍ରଥମେ ପ୍ରଦର୍ଶନ କରାଯିବ ଶୁଭମ୍‌ ଯୋଗୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କଚ୍ଚେ ଲିମ୍ବୁ’। ଏହି ଚଳଚ୍ଚିତ୍ର ପୃଷ୍ଠଭୂମୀ କ୍ରିକେଟ୍‌ ଖେଳ … Continue reading ଟରଣ୍ଟୋ ଉତ୍ସବରେ ପ୍ରଦର୍ଶନ ହେବ ୫ଟି ଭାରତୀୟ ଚଳଚ୍ଚିତ୍ର